ନିଜ ରାଶି ଅନୁସାରେ କରନ୍ତୁ ଏହିସବୁ ବ୍ୟବସାୟ, ସଫଳ ହେବାପାଇଁ କେହିବି ଅଟକାଇ ପାରିବେନି

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ। ସାଧାରଣ ଜୀବନରେ ଆମେ କୌଣସି ବ୍ୟବସାୟ କରିବ ପୂର୍ବରୁ ଜ୍ୟୋତିଷଙ୍କ ସହ ପରାମର୍ଶ କରିଥାଉ। ଗ୍ରହ ନକ୍ଷତ୍ରଙ୍କର ଗତିବିଧି ଲକ୍ଷ୍ୟ କରି ଆମ ବ୍ୟବସାୟ ଆରମ୍ଭ କରିଥାଉ। ଏଥି ସହିତ ଜ୍ୟୋତିଷ କହିଥାନ୍ତି କେଉଁ ବ୍ୟବସାୟରେ ଆମକୁ ସଫଳତା ମିଳିବ।ଆସନ୍ତୁ ଜାଣିବା କେଉଁ ରାଶି ଅନୁସାରେ କେଉଁ ବ୍ୟବସାୟ କଲେ ଶୁଭ। ମେଷ -ଏହି ରାଶିର ବ୍ୟକ୍ତି ଜଦି ଲୁହା, କାଗଜ, ବସ୍ତ୍ର, ଅଳଙ୍କାରର ବ୍ୟବସାୟ
 

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ।
ସାଧାରଣ ଜୀବନରେ ଆମେ କୌଣସି ବ୍ୟବସାୟ କରିବ ପୂର୍ବରୁ ଜ୍ୟୋତିଷଙ୍କ ସହ ପରାମର୍ଶ କରିଥାଉ। ଗ୍ରହ ନକ୍ଷତ୍ରଙ୍କର ଗତିବିଧି ଲକ୍ଷ୍ୟ କରି ଆମ ବ୍ୟବସାୟ ଆରମ୍ଭ କରିଥାଉ। ଏଥି ସହିତ ଜ୍ୟୋତିଷ କହିଥାନ୍ତି କେଉଁ ବ୍ୟବସାୟରେ ଆମକୁ ସଫଳତା ମିଳିବ।ଆସନ୍ତୁ ଜାଣିବା କେଉଁ ରାଶି ଅନୁସାରେ କେଉଁ ବ୍ୟବସାୟ କଲେ ଶୁଭ।

ମେଷ -ଏହି ରାଶିର ବ୍ୟକ୍ତି ଜଦି ଲୁହା, କାଗଜ, ବସ୍ତ୍ର, ଅଳଙ୍କାରର ବ୍ୟବସାୟ କରନ୍ତି ତେବେ ବ୍ୟବସାୟରେ ଉନ୍ନତି ହେବ। ଅଧିକ ସଫଳତା ପାଇଁ ନାଲି ବସ୍ତ୍ର ଧାରଣ କରନ୍ତୁ, ଓ ମସୁର ଡାଲି ଦାନ କରନ୍ତୁ।

ବୃଷ – ଏହି ରାଶିର ବ୍ୟକ୍ତି ମାନେ ସ୍ବର୍ଣ୍ଣ, ଔଷଧ ଓ କୃଷି ଜାତିୟ ଦ୍ରବ୍ୟ ବ୍ୟବସାୟ କଲେ ସଫଳତା ମିଳିବ। ଅତ୍ୟଧିକ ସଫଳତା ପାଇଁ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧଳା ବସ୍ତ୍ର ପିନ୍ଧିବା ଉଚିତ ।

ମିଥୁନ – ଏହି ରାଶିର ବ୍ୟକ୍ତି ମାନେ ଗୃହ ନିର୍ମାଣ ସିନେମା ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ ଲାଭ ପାଇବେ।

କର୍କଟ – ଏହି ରାଶିର ବ୍ୟକ୍ତି ମାନେ ସୁନା ରୂପା ଅଳଙ୍କାର ଓ ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ଉନ୍ନତି ପାଇ ପାରିବେ।

ସିଂହ – ଏହି ରାଶିର ବ୍ୟକ୍ତି ମାନେ କାଗଜ ପ୍ରେସ୍ ହୋଟେଲ ଆଦି କ୍ଷେତ୍ରରେ ସଫଳତା ପାଇବେ।

କନ୍ଯା – ଏହି ରାଶିର ବ୍ୟକ୍ତ ମାଛ, ଔଷଧ, ଟେସନରେ କାଯ୍ୟରେ ଅତ୍ୟନ୍ତ ଲାଭ ପାଇବେ।

ତୁଳା -ଏହି ରାଶିର ବ୍ୟକ୍ତି ମାନେ ଲୁହା, କୋଇଲା, ଯନ୍ତ୍ର ପାତି କ୍ଷେତ୍ରରେ ଲାଭ ପାଇବେ।

ବିଛା -ଏହି ରାଶିର ବ୍ୟକ୍ତି ମାନେ କୃଷିଜାତ ଦ୍ରବ୍ୟ ବାହ୍ୟ ଯନ୍ତ୍ର ବ୍ୟବସାୟରେ ଲାଭ ପାଇ ପାରିବେ।

ଧନୁ -ଏହି ରାଶିର ବ୍ୟକ୍ତି ମାନେ ପୂଜା ସାମଗ୍ରୀ, ବିଦ୍ୟୁତ ଉପକରଣ, ମାଛ ବ୍ୟବସାୟରେ ଲାଭବାନ ହେବେ।

ମକର-ଏହି ରାଶିର ବ୍ୟକ୍ତି ମାନେ ଗାଡି ଅଳଙ୍କାର ବ୍ୟବସାୟରେ ଅଧିକ ଲାଭ ପାଇ ପାରିବେ।

କୁମ୍ଭ -ଏହି ରାଶିର ବ୍ୟକ୍ତି ମାନେ ଲୁହା ସାମଗ୍ରୀ ସୁନା ଓ ରୂପା ବ୍ୟବସାୟରେ ଲାଭ ପାଇ ପାରିବେ।

ମୀନ -ଏହି ରାଶିର ବ୍ୟକ୍ତି ମାନେ ପୁସ୍ତକ କାଗଜପତ୍ର କ୍ଷେତ୍ରରେ ଲାଭ ପାଇବେ।