ତକିଆ ତଳେ ଫୋନ୍ ରଖି ଶୋଉଥିଲେ ଡିପ୍ରେସନ ଓ ବ୍ରେନ କ୍ୟାନସର ରୋଗର ହେବେ ଶିକାର, ଜାଣନ୍ତୁ ପୁରା ଖବର
ଆଜି କାଲିର ସମୟରେ ଯଦି ସବୁଠାରୁ ଜରୁରୀ ଜିନିଷ କିଛି ଅଛି ତେବେ ତାହା ହେଲା ଆପଣଙ୍କ ସ୍ମାର୍ଟଫୋନ୍, ଫୋନ୍ ଏପରି ଏକ ଅଭ୍ୟାସରେ ପରିଣତ ହୋଇସାରିଛି। ଯାହାକୁ ଆମେ ନିଜ ଠାରୁ ଅଲଗା କରିପାରିନଥାଉ। ଛୁଆ ବି ଆଜିକାଲି ଫୋନ୍ କୁ ନିଜ ଅଭ୍ୟାସରେ ପକାଇସାରିଲେଣି ।ଦିନରେ ଯେବେ ଆମେ ନିଜ ଫୋନ ବ୍ୟବହାର କରୁ ତେବେ ଠିକ୍ ଅଛି କିନ୍ତୁ ଯେବେ ଅଧା ରାତିରେ ଫୋନ୍ ବ୍ୟବହାର କରି ଶୋଇବା କଥା ଆସେ ତେବେ କେଉଁ ବି ବ୍ୟକ୍ତି ଉଠିକରି ଫୋନକୁ ଟେବୁଲ୍ କିମ୍ବା ଚେହେରାରେ ରଖିବାର ଇଚ୍ଛା ପ୍ରକାଶ କରେ ନାହିଁ।
ଏବଂ ଫୋନ୍ ତକିଆ ତଳେ ରଖିକରି ଶୋଇ ପଡନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଏହି ଆଳସ ହିଁ ଆପଣଙ୍କ ପାଇଁ ଖତରନାକ ହୋଇପାରେ , ଏହି ଖବର ପଢିନିଅନ୍ତୁ , ଆପଣଙ୍କ ଆଖି ଖୋଲିଯିବ । ଏହି ଆଳସ ଆପଣଙ୍କ ଦିମାଗର ଶକ୍ତିକୁ କମ୍ କରିଦିଏ। ତକିଆର ତଳେ ରଖାଯାଇଥିବା ଫୋନ୍ ଆପଣଙ୍କ ପାଇଁ ସାଇଲେଣ୍ଟ୍ କିଲର୍ ରୁ କମ୍ ନୁହେଁ। ବହୁତ ସାରା ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି କି ମୋବାଇଲ୍ ଫୋନ୍ ରୁ ବାହାରୁଥିବା ଖତରନାକ୍ ରେଡିଏସନ୍ ଆପଣଙ୍କ ଦିମାଗ ଉପରେ କୁପ୍ରଭାବ ପକାଏ।
ଏହା ଆପଣଙ୍କ ମୁଣ୍ତବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ହେବାକୁ ଲାଗିଥାଏ। ୯୦୦ ମେଗାହର୍ଜର ସିଗନାଲ୍ ଟ୍ରାନ୍ସମିଶନ୍ ଆପଣଙ୍କ ବଡି ସିଷ୍ଟମ୍ ପାଇଁ ଖତରନାକ ହୋଇଥାଏ। ପୁରୁଷଙ୍କ ପାଇଁ ଅଧା ରାତିରେ ଫୋନ୍ ବ୍ୟବହାର କରିବା ଓ ତକିଆ ତଳେ ରଖିବା ନଂପୁସକତା କାରଣ ବି ହୋଇପାରେ। କୁହାଯାଇଛି କି ରାତିରେ ଶୋଇବା ସମୟରେ କିମ୍ବା ଆପଣଙ୍କ ଫୋନ୍ କୁ ଅଫ୍ କରିଦିଅନ୍ତୁ , କିମ୍ବା ଏୟାରପ୍ଲେନ୍ ମୋଡରେ ଲଗାଇଦିଅନ୍ତୁ ।
ଏକ ଅନ୍ୟ ରିସର୍ଚ୍ଚରୁ ଜଣାପଡିଛି କି ବାରମ୍ବାର ଫୋନ୍ ବ୍ୟବହାର କରିଲେ ଏଥିରୁ ବାହାରୁଥିବା ରେଡିଓ ଫ୍ରିକ୍ୱେନ୍ସି ରୁ ଆପଣଙ୍କ ମେଟାବଲିଜିମ୍ ମାନେ ଖାଇବା ହଜମ କରିବାରେ ଅସୁବିଧା ସୃଷ୍ଟିକରେ, ଏହା ସହ ଆମେ ମାନେ ଅନ୍ୟ ରୋଗର ଶିକାର ବି ହୋଇଥାନ୍ତି । ତେବେ ଧ୍ୟାନ ରଖନ୍ତୁ କି ତେବେ ଫୋନ୍ ତକିଆ ତଳେ ରଖିକରି ନ ଶୁଅନ୍ତୁ , କିମ୍ବା ତାକୁ ଅଫ୍ କରିଦିଅନ୍ତୁ ।