ସ୍ନେହ ରେ ଛୋଟ ଛୁଆ କୁ ଦେଇଥିବା ଚୁମା, ଜୀବନ ନେଲା ଛୁଆ ର। ଆସନ୍ତୁ ଜାଣିବା ଓ ସଚେତନ ହେବା।

ଝିଅ ର ଅବସ୍ଥା ଦେଖି ହସପିଟାଲ ନେଇଗଲେ ଡାକ୍ତର ଔଷଧ ଦେଲେ ଓ କହିଲେ ଗୋଟିଏ ସପ୍ତାହ ପରେ ପୁଣି ଆସିବ। କିନ୍ତୁ ଘର କୁ ପହଁନ୍ଚିବା ପରେ ଝିଅ ର ସ୍ବାସ୍ଥ ଆହୁରି ଖରାପ ହୋଇଗଲା ଓ ଝିଅ ର ଜୀବନ ଚାଲିଗଲା। ଝିଅ ର ଏପରି ରହସ୍ଯମୟ ଭାବରେ ଜୀବନ ଯିବା ଦେଖି ପରିବାର ର ଲୋକ ଚିନ୍ତା ରେ ଥିଲେ। କିନ୍ତୁ ପୋଷ୍ଟମମ ରିପର୍ଟ ଆସିଲା ପରେ ସମସ୍ତ ଙ୍କୁ ଶକ୍ତ ଝଟକା
 

ଝିଅ ର ଅବସ୍ଥା ଦେଖି ହସପିଟାଲ ନେଇଗଲେ ଡାକ୍ତର ଔଷଧ ଦେଲେ ଓ କହିଲେ ଗୋଟିଏ ସପ୍ତାହ ପରେ ପୁଣି ଆସିବ। କିନ୍ତୁ ଘର କୁ ପହଁନ୍ଚିବା ପରେ ଝିଅ ର ସ୍ବାସ୍ଥ ଆହୁରି ଖରାପ ହୋଇଗଲା ଓ ଝିଅ ର ଜୀବନ ଚାଲିଗଲା। ଝିଅ ର ଏପରି ରହସ୍ଯମୟ ଭାବରେ ଜୀବନ ଯିବା ଦେଖି ପରିବାର ର ଲୋକ ଚିନ୍ତା ରେ ଥିଲେ। କିନ୍ତୁ ପୋଷ୍ଟମମ ରିପର୍ଟ ଆସିଲା ପରେ ସମସ୍ତ ଙ୍କୁ ଶକ୍ତ ଝଟକା ଲାଗିଲା।

ପୋଷ୍ଟମଟମ ରୁ ଜଣା ପଡିଲା ଯେ ଛୁଆ ର ସମସ୍ତ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ତେଣୁ ଛୁଆ ର ଜୀବନ ଚାଲିଗଲା। ଶରୀର କୁ ହର୍ପ୍ସ ସିମପ୍ଲେକ୍ସ ଭାୟରସ ର ଆଟାକ କରିଥିଲା। ସେହି ଭାୟରସ ଓଠ, ଜିଭ ଓ ଦାନ୍ତ ରେ ଥିଲା। ଡାକ୍ତର କହିଛନ୍ତି କୌଣସି ହର୍ପ୍ସ ପିଡିତ ରୋଗି ଛୁଆ କୁ ଚୁମା ଦେଇଛନ୍ତି, ଯାହା ପାଇଁ ଭାୟରସ ଛୁଆ ର ଶରୀର କୁ ଆସିଲା।

ଛୋଟ ଛୁଆ ଙ୍କୁ ନିଜେ ଚୁମା ଦିଅନ୍ତୁ ନାହିଁ କି ଅନ୍ୟ କୁ ଦେବା ପାଇଁ ମନା କରନ୍ତୁ।ଏହି ଭାୟରସ କେବଳ ଚୁମା ଦେବା ଦ୍ବାରା ନୁହେଁ ବାସନ ଦ୍ବାରା କିମ୍ବା ଅଇଁଠା ଖାଇବା ଦ୍ବାରା ମଧ୍ଯ ଯାଇପାରେ ଶରୀର କୁ। ତେଣୁ ନିଜ କୁ ସୁରଖିତ ରଖିବା ସହ ସମସ୍ତ ଙ୍କୁ ସଚେତନ କରନ୍ତୁ।