ଚିକେନ ଖାଉଥିଲେ ହୋଇ ଯାଆନ୍ତୁ ସତର୍କ କାରଣ ଏଣିକି ଚିକେନ ହେଉଛି କ୍ୟାନ୍ସରର ମୂଳ କାରଣ, ଜାଣନ୍ତୁ ପୁରା ଖବର
କଣ ଆପଣ ବି ଚିକେନ ଖାଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ । କାରଣ ଏଣିକି ଚିକେନ ଖାଇଲେ ହେଉଛି କ୍ୟାନ୍ସର ! ଆଜ୍ଞା ହଁ, ଏହି ତଥ୍ୟ ନିକଟରେ ଅକ୍ସଫୋର୍ଡ ୟୁନିଭରସିଟିର ଏକ ରିସର୍ଚ୍ଚରୁ ଏହା ଜଣା ପଡିଛି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ରିସର୍ଚ୍ଚ ଅନୁସାରେ, ଏହି ପରୀକ୍ଷା ପାଇଁ ୩୭ ରୁ ୭୪ ବର୍ଷର ଲୋକ ମାନଙ୍କୁ ନିଆ ଯାଇଥିଲା । ଏହି ରିସର୍ଚ୍ଚ ପାଇଁ ମୋଟ ୪୭୫୪୮୮ ଜଣ ବ୍ୟକ୍ତିଙ୍କୁ ବିବେଚିତ କରା ଯାଇଥିଲା ।
ଏହି ରିସର୍ଚ୍ଚରୁ ଜଣା ପଡ଼ିଥିଲା କି ପ୍ରାୟ ୨୩୦୦୦ ଲୋକ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ଏବଂ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଥିଲା କି ସେମାନେ ନିୟମିତ ଚିକେନ ହିଁ ଖାଇଥାନ୍ତି ।
ତେବେ ଜଣା ପଡ଼ିଛି କି ଚିକେନରେ ଆର୍ସନିକ ନାମକ ଏକ ଫଟୋ ସିନ୍ଥେସିସ୍ ରହିଛି , ଯାହା ମଣିଷ ଶରୀରକୁ ଯାଇ କ୍ୟାନ୍ସର୍ ସୃଷ୍ଟି କରିଥାଏ । ଏପରିକି WHO ମଧ୍ୟ ଚିକେନ ଅତ୍ୟଧିକ ମାତ୍ରାରେ ନ ଖାଇବା ପାଇଁ ପରାମର୍ଶ ଦେଇଛି ।