ଶୀତରେ ଶୀତବସ୍ତ୍ର ଓ ମୋଜା ପିନ୍ଧି ରାତିରେ ଶୋଉଛନ୍ତି କି? ହେବ ଏହି ସାଂଘାତିକ ରୋଗ, ଜାଣନ୍ତୁ କଣ

 

ଏବେ ଶୀତଋତୁ ଆରମ୍ଭ ହେଇଗଲାଣି। ତାପମାତ୍ରା କମ ରହୁଥିବାରୁ ରାତିରେ ବେଶୀ ଜୋରରେ ଥଣ୍ଡା ପଡୁଛି। ଶୀତରେ ଥରୁଛନ୍ତି କୋକ ମାନେ। ଅନେକ ସମୟରେ ଆପଣ ମାନେ ଦେଖିଥିବେ କିଛି ଲୋକେ ରାତିରେ ଶୋଇଲା ବେଳେ ସୁଇଟର କିମ୍ବା ମୋଜା ପିନ୍ଧି ଶୋଇ ଥାଆନ୍ତି। କାରଣ ପ୍ରତିଦିନ ଆପଣ ମୋଜା କିମ୍ବା ସୁଇଟର ପିନ୍ଧି ଶୋଇବା ଦ୍ୱାରା ଶରୀରର ପାଇଁ ହିତକାରର ନୁହେଁ। ପ୍ରତିଦିନ ଯଦି ଆପଣ ଶୀତବସ୍ତ୍ର ପିନ୍ଧି ରାତିରେ ଶୁଅନ୍ତି ତେବେ ଆପଣଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। 

ଅନେକଥର ଆପଣ ମାନେ ଦେଖିଥିବେ ସୁଇଟର ପିନ୍ଧି ଶୋଇବା ପରେ ସ୍କ୍ରିନ ରିଲେଟେଡ କିଛି ସମସ୍ୟା ଦେଖା ଦେଇଥାଏ। ଯେମିତିକି ଚର୍ମ କୁଣ୍ଡେଇ ହେବା ଲାଲି ଲାଲୀ ଫଳିଯିବା, ସ୍କ୍ରିନ ଇନଫେକ୍ସନ ହେବା କିମ୍ବା ଏକ୍ଜିମା ଆଦି ହେଇଥାଏ। ଏମିତି ବି ହେଇପାରେ ଆପଣ ଯେତେବେଳେ ସୁଇଟର ପିନ୍ଧି ରାତିରେ ଶୋଉଛନ୍ତି ସ୍ୟୁଟେନ୍ ହେଇପାରେ ଯାହାର ସିଧା ପ୍ରଭାବ ପଡିଥାଏ ବ୍ଲଡପ୍ରେସର ଉପରେ। ଖାଲି ସେତିକି ନୁହେଁ ସୁଇଟର 

ପିନ୍ଧି ଶୋଇବା କାରଣରୁ ଏହା ହାର୍ଟ ଉପରେ ମଧ୍ୟ ପ୍ରଭାଵ ପକାଇଥାଏ। ଏହା ଏଥିପାଇଁ ହୁଏ କାରଣ ଆପଣ ଯଦି ସୁଇଟର ପିନ୍ଧି ଶୋଉଛନ୍ତି ତେବେ ଶରୀରର ତାପମାତ୍ରା ଅନେକଥର ବଢ଼ିଯାଏ। ଯାହାଫଳରେ ହାର୍ଟ ରିଲେଟେଡ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼ି ଯାଇଥାଏ। ଲୋକେ ଶୀତଦିନରେ ବେଶୀ ମାତ୍ରାରେ ମୋଜା ମଧ୍ୟ ପିନ୍ଧିଥାନ୍ତି। ମୋଜା ପିନ୍ଧିବା ମଧ୍ୟ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହେଇପାରେ। 

ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ଏହା ଅଭର୍ ହିଟିଂର ସମସ୍ୟା ରହିଥାଏ। ଯାହାଦ୍ବାରା ଆପଣ ଅସହଯୋଗ ମନେ କରିଥାନ୍ତି। ଆଉ ସ୍କ୍ରିନ ସମ୍ବନ୍ଧୀୟ ରୋଗ ମଧ୍ୟ ଦେଖାଯିବାର ସମ୍ଭାବନା ବଢ଼ି ଯାଇଥାଏ। ଆଉ ମୋଜା ଯଦି ଟାଇଟ୍ ଅଛି ଏହା ଆପଣଙ୍କର ରକ୍ତ ପ୍ରଭାବକୁ ମଧ୍ୟ ଧୀମା କରିଦେଇପାରେ। ସେଥିପାଇଁ ଯଦି ଆପଣଙ୍କୁ ରାତିରେ ଶୋଇବା ବେଳେ ମୋଜା ପିନ୍ଧି ଶୋଇବାର ଅଛି ତେବେ ଆପଣ ହାଲକା ମୋଜା ବା ସଫାସୁତରା ମୋଜା ପିନ୍ଧି ଶୋଇପାରିବେ।