ଆମିଷ ଖାଇବାକୁ ଭଲପାଆନ୍ତି କି ? ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ କାହା ସହ ଆମିଷ ଖାଇବେ ନାହିଁ

 

ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ସବୁଦିନ ଆମିଷ ଖାଇବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଏତେ ବେଶୀ ଆମିଷ ଖାଆନ୍ତି ନାହିଁ । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଆମିଷ ଜମା ବି ଖାଆନ୍ତି ନାହିଁ । ଆଉ ଏବେ ଏହି ଆମିଷ ଖାଇବାକୁ ନେଇ ଆସିଛି କିଛି ଖବର ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣ ବି ଆମିଷ ଖାଇବାକୁ ଭଲ ପାଆନ୍ତି କି ?

ତେବେ କିଛି ଜିନିଷ ପ୍ରତି ନଜର ରଖିବାକୁ କୁହାଯାଇଛି । ଯଦି ଆପଣମାନେ ଏହି କିଛି ଜିନିଷ ଉପରେ ନଜର ନ ରଖିବେ ତାହେଲେ ଆପଣ ଏହାର ପରିଣାମ ପାଇପାରିବେ । ଏହି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆମିଷ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ।

ଆମିଷ ଖାଇବା ବି କିଛି ଖରାପ କଥା ନୁହେଁ । ଆମିଷ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର ବୋଲି ସୂଚନା ମିଳିଛି । ମାଛ ମାଂସ ଆଦିରେ ଭିଟାମିନ ସହ ପୃଷ୍ଟିସାର ରହିଥାଏ । ଡାକ୍ତରମାନେ ମଧ୍ୟ ଆମିଷ ଖାଇବାକୁ କହିଥାନ୍ତି ।ଡାକ୍ତର ମଧ୍ୟ ସପ୍ତାହକୁ ଦୁଇଦିନ ଆମିଷ ଖାଇବାକୁ ପରାମର୍ଶ ଦେଇଥାନ୍ତି । 

ବୈଜ୍ଞାନିକମାନେ ଏବେ ଏଭଳି କିଛି କହିଛନ୍ତି ଯାହା ଶୁଣିଲେ ଆପଣ ଆମିଷ ଖାଇବା ବନ୍ଦ କରିଦେବେ । ଆମିଷ ଖାଇବା ପରେ କିଛି ଏଭଳି ଭୁଲ କରିଲେ ଆପଣଙ୍କୁ ବଡ ପରିଣାମ ଭୋଗିବାକୁ ପଡ଼ିଥାଏ । ଆମିଷ ଖାଇବା ପରେ କରୁଥିବା ଏଭଳି ଭୁଲ ବଡ ବଡ ରୋଗକୁ ନିମନ୍ତ୍ରଣ କରିଥାଏ ।

ଆମିଷ ଖାଇବା ବା ନ ଖାଇବା ଏହା ନିଜ ପସନ୍ଦ ଉପରେ ନିର୍ଭର କରିଥାଏ । ଏଭଳି ଲୋକ ଅଛନ୍ତି ଯେଉଁମାନେ ଆମିଷ ଖାଦ୍ୟ ଖାଆନ୍ତି ନାହିଁ । ଆଉ ଅନ୍ୟକୁ ଖାଇବାକୁ ମଧ୍ୟ ଦେଇ ନଥାନ୍ତି । ଆପଣମାନେ ଆମିଷ ସହିତ କିଛି ଖାଇବା ଉଚିତ୍ ଏବଂ ଆମିଷ ପରେ କିଛି ନ ଖାଇବା ଉଚିତ୍ ବୋଲି ବାରଣ କରାଯାଇଥାଏ । 

ମାଛ, ମାଂସ ଏବଂ ଅଣ୍ଡା ଭଳି ଆମିଷ ପ୍ରାୟତଃ ଦେହକୁ ଗରମ ପ୍ରଦାନ କରିଥାଏ । ମାଂସ ସହିତ ଏଭଳି କିଛି ଜିନିଷ ଖାଆନ୍ତୁ ନାହିଁ ଯାହା ଆପଣଙ୍କ ସ୍ବାସ୍ଥ୍ୟ ଖରାପ କରିଦେବ । ମାଂସ ସହିତ କିଛି ବି ଥଣ୍ଡା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଏହାସହ ମାଂସ ପରେ ଆପଣ କେବେ କ୍ଷୀର ପିଅନ୍ତୁ ନାହିଁ । ଆମିଷ ଜାତୀୟ ଖାଦ୍ୟ ଖାଇବା ପରେ ବା ଖାଇବା ପୂର୍ବରୁ  କ୍ଷୀର ଜାତୀୟ ପଦାର୍ଥ ଖାଆନ୍ତୁ ନାହିଁ । ଏହାଦ୍ବାରା ପେଟ ଇନଫେକସନ୍ ବା ଅନ୍ୟ କିଛି ହୋଇପାରେ ବୋଲି ସୂଚନା ମିଳିଛି ।