ମାରାତ୍ମକ ଥାଇରଡ ରୋଗ ବିଷୟରେ ଜାଣି ରଖନ୍ତୁ ଏହି ୫ଟି ଜରୁରୀ କଥା, ନହେଲେ ପରେ ଅସୁବିଧାରେ ପଡିବେ

ଥାଇରଡ ଏକ ମାରାତ୍ମକ ରୋଗ। ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ। ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ। ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ। ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ। ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍ ହୋଇଥାଏ। ଯଦି ଏହି ହରମୋନ କମ୍ ପ୍ରସ୍ତୁତ ହୁଏ ତାହାଲେ ଆମ ଓଜନ ବଢ଼ିଥାଏ। ଏଥିପାଇଁ ଏହି ହରମୋନ ସୀମିତ ରହିବା
 

ଥାଇରଡ ଏକ ମାରାତ୍ମକ ରୋଗ। ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ। ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ। ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ। ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ। ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍ ହୋଇଥାଏ। ଯଦି ଏହି ହରମୋନ କମ୍ ପ୍ରସ୍ତୁତ ହୁଏ ତାହାଲେ ଆମ ଓଜନ ବଢ଼ିଥାଏ। ଏଥିପାଇଁ ଏହି ହରମୋନ ସୀମିତ ରହିବା ବହୁତ ଜରୁରୀ। ଥାଇରଡ ରୋକିବା ପାଇଁ ଆସନ୍ତୁ ୫ଟି ଉପଚାର ସମ୍ପର୍କରେ ଜାଣିବା।

୧. ନିଶା ଦ୍ରବ୍ୟ : ଆପଣଙ୍କୁ ଥାଇରଡ ରୋଗ ହୋଇଛି ଏବଂ ଆପଣ ନିଶା ବ୍ୟବହାର କରୁଛନ୍ତି ତାହାଲେ ଜାଣିରଖନ୍ତୁ ନିଶା ପାଇଁ ହିଁ ଏହି ରୋଗ ହୋଇଥାଏ। କାହିଁକି ନାଁ ନିଶା ଦ୍ରବ୍ୟ ଏହି ରୋଗକୁ ବଢ଼ାଇ ଥାଏ। ଯଦି ନିଶାଦ୍ରବ୍ୟ ଆପଣ ସବୁଦିନ କରୁଛନ୍ତି ତାହାଲେ ଆପଣଙ୍କ ଶରୀର ଅଧିକ ଖରାପ ହେବ।

୨. ସୋୟାବିନ: ସୋୟାବିନ ଆମେ ସମସ୍ତେ ଖାଇଥାନ୍ତି। କିନ୍ତୁ ସୋୟାବିନ୍ ରେ ଗୋଇଟୋରନୋଡସ ଗଳାକୁ ଯାଇଥାଏ। ସୋୟାବିନ ଦ୍ୱାରା ଶରୀରରେ ଥାଇରଜିନ୍ ବଢ଼ି ଯାଇଥାଏ। ଥାଇରଜିନ୍ ବଢିଲେ ଥାଇରଡ ରୋଗ ଜନ୍ମ ହୋଇଥାଏ। ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ। ଏଥିାଇଁ ଥାଇରଡ ହୋଇଥିବା ବ୍ୟକ୍ତ ସୋୟାବିନ୍ ବ୍ୟବହାର କରିବା ଉଚିତ ନୁହେଁ।

୩. ଲୁଣ: ଆଣ ଜାଣିଛନ୍ତି କି ଥାଇରାଇଡ ଗ୍ଲାଣ୍ଡ ଲୁଣ ବ୍ୟବହାର କରିବା ଦ୍ୱାରା ଥାଇରୋଜିନ ତିଆରି ହୋଇଥାଏ। ତେବେ ଆମ ଶରୀରରେ ଅୟୋଡିନ୍ କମ୍ ହୋଇଥାଏ ସେତେବେଳ ଥାଇରାଇଡ ଗ୍ରାଣ୍ଡ ବଢ଼ିାଇଥାଏ। ଏଥିପାଇଁ ଆୟୋଡିନ ଯୁକ୍ତ ଲୁଣ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ସୀମିତ ମାତ୍ରାରେ ଆୟୋଡି ଯୁକ୍ତ ଲୁଣ ଖାଉଛନ୍ତି ତାହାଲେ ଆପଣ ଥାଇରଡ ରୋଗରୁ ବଞ୍ଚି ପାରିବେ। ଏଥିଲାଗି ସରକାର ଆୟୋଡିନଯୁକ୍ତ ଲୁଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

୪.ରିଫାଇନ ତେଲ: ରିଫାଇନ ତେଲରେ ଏଚଡିଏଲ ମାତ୍ରା ଅଧିକ ମାତ୍ରାରେ ଅଛି। ଯାହା ଆମ ଶରୀର ପାଇଁ ଭଲ ନୁହେଁ। ଯଦି ଆପଣ ରିଫାଇନ ତେଲ ବ୍ୟବହାର କରୁଛନ୍ତି ତାହାଲେ ଆପଣଙ୍କୁ ଥାଇରଡ ହେବାର ସହାୟକ ହୋଇଥାଏ। ଏହି ତେଲ ଥାଇରଡ ରୋଗକୁ ବଢ଼ାଇ ଥାଏ। ଏଥିଲାଗି ଆପଣ ରିଫାଇନ ତେଲଠାରୁ ଦୂରେଇ ରୁହନ୍ତୁ।

୫.ଫୁଲକୋବି: ଫୁଲକୋବିରେ ଗୁଇଟରଗୋଇଡ ନାମକ ପଦାର୍ଥ ଅଧିକ ମାତ୍ରାରେ ରହିଥାଏ। ଯାହାଫଳରେ ଆପଣଙ୍କୁ ଥାଇରଡ ଭଳି ମାରାତ୍ମକ ରୋଗ ହୋଇାରେ। ଥାଇରଡ ରୋଗୀଙ୍କୁ ଫୁଲକବି ଖାଇବା ଉଚିତ୍ ନୁହେଁ।