ଅଭିନେତ୍ରୀ ଜାହ୍ନବୀ ଖୋଲିଲେ ବଡ଼ ରହସ୍ୟ, କହିଲେ କାହିଁକି ସେ ଅନ୍ତବସ୍ତ୍ର ପିନ୍ଧନ୍ତି ନାହିଁ
ଜାହ୍ନବୀ କପୂର୍ ଙ୍କୁ କିଛି ଏପରି କହିଥିଲେ ତାଙ୍କ ମାଆ ଶ୍ରୀଦେବୀ । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ! ପୂର୍ବରୁ ଶ୍ରୀଦେବୀ ତାଙ୍କ ଝିଅ ଦୁହିଁଙ୍କୁ କିଛି ଏପରି କହିଥିଲେ ଯାହା ସର୍ବ ସମ୍ମୁଖରେ କହି କାନ୍ଦି ପକାଇଥିଲେ ଜାହ୍ନବୀ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତୁମର ଅନ୍ତବସ୍ତ୍ର ପିନ୍ଧିବାର ଆବଶ୍ୟକତା ନାହିଁ । ଏହା ତୁମର ଆବଶ୍ୟକ ନାହିଁ । ଜାହ୍ନବୀ ଯେତେବେଳେ ପରିଣତ ବୟସରେ ପାଦ ଥାପିଥିଲେ ସେ ସମୟରେ ବିକିନି ପିନ୍ଧିବା ବଡ଼ ଝିଅ ମାନଂକ ପରି ଡ୍ରେସ୍ ପିନ୍ଧିବାରେ ବେଶ୍ ରୁଚି ଦେଖାଇଥିଲେ ସେ ।
ଯାହାକି ସ୍ଵାଭାବିକ ଥିଲା । କିନ୍ତୁ ଶ୍ରୀଦେବୀ ଜାହ୍ନବୀ କପୂର୍ ଙ୍କୁ ଏପରି କରିବାକୁ ମନା କରିଥିଲେ । ଯାହାର କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହା ହେଉଛି ଏକ ମାଆର ଭାବ ପ୍ରବଣତା ତାର ପିଲା ମାନଙ୍କ ପାଇଁ ।
କଥାରେ ଅଛି ପିଲା ମାନେ ଯେତେ ବଡ଼ ହେଲେ ବି ତାଙ୍କ ମା ବାପାଙ୍କ ପାଇଁ ସେମାନେ ସବୁବେଳେ ସାନ । ଶ୍ରୀଦେବୀ ତାଙ୍କ ପିଲାମାନେ ଯେତେ ବଡ଼ ହେଲେ ବି ତାଙ୍କୁ ସବୁବେଳେ ଛୋଟ ଭାବୁଥିଲେ । ସେମାନଙ୍କୁ ବଡ଼ ପିଲାଙ୍କ ପରି ଅନ୍ତବସ୍ତ୍ର ପିନ୍ଧିବାକୁ ମନା କରୁଥିଲେ । କହୁଥିଲେ ତୁମେ ଏବେ ଛୋଟ ଅଛ । ଏହା ତୁମର ଆବଶ୍ୟକ ନାହିଁ ।