ଦେଖନ୍ତୁ ଭିଡ଼ିଓ: ନିଶା ମହାରଣା ଜିତିଲେ ହୃଦୟ, ଟ୍ରେନ ଦୁର୍ଘଟଣା ରେ ବାପା ଛେଉଣ୍ଡ ପିଲା କୁ କୋଳରେ ଧରି କଲେ ବଡ଼ ଘୋଷଣା

 

ଓଡିଶା ଟ୍ରେନ ଦୁର୍ଘଟଣା: ବାଲେଶ୍ୱର ବାହାନଗା ଠାରେ ଘଟିଯାଇଥିବା ରେଳ ଦୁର୍ଘଟଣା ଭାରତ ରେଳ ଇତିହାସର ତୃତୀୟ ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ସରକାରୀ ସ୍ତରର ଏହି ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା କୁହାଯାଉଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଦେଖଣାହାରୀମାନେ କହିଛନ୍ତି ।

ଓଡିଶା ରେ ଏହି ଭୟାନକ ଦୁର୍ଘଟଣା ପରେ ଅଭିନେତ୍ରୀ ନିଶା ମହାରଣା ଏମିତି ଏକ କାମ କରିଛନ୍ତି, ଯାହା ଏବେ ଚର୍ଚା ର ବିଷୟ ପାଲଟିଛି । ଓଡ଼ିଶାର ସମସ୍ତେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ଭଲଭାବେ ଜାଣିଥିବେ । ସେ ତାଙ୍କର ହଟ ଲୁକ ଏବଂ କଡା କଥାବାର୍ତା ପାଇଁ ବେଶ ଜଣାଶୁଣା ।

ଅଭିନେତ୍ରୀ ନିଶା ମହାରଣାଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି । ଟ୍ରେନ ଦୁର୍ଘଟଣା ବିଷୟରେ ଖବର ପାଇ ସେ ଏକ ପରିବାରକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ନିଶା ଘୋଷଣା କରିଛନ୍ତି ଯେ ଏହି ସେ ଛୋଟ ଛୁଆ ର ଭରଣ ପୋଷଣ ଦାୟିତ୍ୱ ନିଜେ ଗ୍ରହଣ କରିବେ ।

ଦେଖନ୍ତୁ ଭିଡ଼ିଓ:

allowfullscreen