ନିଶ୍ଚିତ ଦେଖନ୍ତୁ ଭାରତର ସର୍ଜିକାଲ ଷ୍କ୍ରାଇକ ପରେ ପାକ୍ ଆତଙ୍କବାଦୀଙ୍କ ଅବସ୍ଥା, ମାଟିରେ ମିଶିଯାଇଛି ଆତଙ୍କବାଦୀ ଆଡ୍ଡା

ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଭାରତୀୟ ସେନା ପାକିସ୍ତାନରେ କରିଥିବା ଏହି ଆକାଶୀ ଆକ୍ରମଣରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର କ୍ୟାମ୍ପକୁ ଧ୍ୱଂସ କରିଥିବା ସୂଚନା ମିଳିଛି। ଏଥିସହିତ ଅନ୍ୟ ଆତଙ୍କବାଦୀ କ୍ୟାମ୍ପ୍ଗୁଡ଼ିକ ମଧ୍ୟ ବାୟୁସେନାର ବୋମା ମାଡରେ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍ ୨୦୦୦ ଲଢୁଆ ବିମାନ
 

ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଭାରତୀୟ ସେନା ପାକିସ୍ତାନରେ କରିଥିବା ଏହି ଆକାଶୀ ଆକ୍ରମଣରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର କ୍ୟାମ୍ପକୁ ଧ୍ୱଂସ କରିଥିବା ସୂଚନା ମିଳିଛି।

ଏଥିସହିତ ଅନ୍ୟ ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ମଧ୍ୟ ବାୟୁସେନାର ବୋମା ମାଡରେ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଛି ବୋଲି ମଙ୍ଗଳବାର ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ଆକ୍ରମଣ ପରେ ପାକିସ୍ତାନ କୌଣସି ବଡ଼ ଧରଣର କ୍ଷତି ସହିଥିବା ଅସ୍ୱୀକାର କରିଛି। ଦେଖନ୍ତୁ ଆତଙ୍କବାଦୀ ମୃତ୍ୟୁ ଫଟୋ-