IAS ପ୍ରଶ୍ନ: ହସପିଟାଲରେ ଥିବା I.C.U ର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ

ଆଇ.ଏ.ଏସ୍. ପରୀକ୍ଷା ଭାରତର ସର୍ବବୃହତ୍ତ ପରୀକ୍ଷା ଭାବେ ଜଣାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏଥିପାଇଁ ଆବେଦନ କରନ୍ତି। ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ପରୀକ୍ଷୀର୍ଥୀ କଡା ପରିଶ୍ରମ କରନ୍ତି। କିଛି ପରୀକ୍ଷାର୍ଥୀ ଅଛନ୍ତି ନିଜ ଜ୍ଞାନ ବଳରେ ଲିଖିତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଯାଆନ୍ତି ସତ କିନ୍ତୁ ଇଣ୍ଟରଭ୍ୟୁର ଟ୍ରିକି ପ୍ରଶ୍ନକୁ ସାମ୍ନା କରିପାରନ୍ତି ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଆଇ.ଏ.ଏସ୍. ପରୀକ୍ଷାରେ ପଚରାଯାଉଥିବା ଟ୍ରିକି ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଜଣାଇବୁ।
 

ଆଇ.ଏ.ଏସ୍‌. ପରୀକ୍ଷା ଭାରତର ସର୍ବବୃହତ୍ତ ପରୀକ୍ଷା ଭାବେ ଜଣାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏଥିପାଇଁ ଆବେଦନ କରନ୍ତି। ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ପରୀକ୍ଷୀର୍ଥୀ କଡା ପରିଶ୍ରମ କରନ୍ତି। କିଛି ପରୀକ୍ଷାର୍ଥୀ ଅଛନ୍ତି ନିଜ ଜ୍ଞାନ ବଳରେ ଲିଖିତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଯାଆନ୍ତି ସତ କିନ୍ତୁ ଇଣ୍ଟରଭ୍ୟୁର ଟ୍ରିକି ପ୍ରଶ୍ନକୁ ସାମ୍ନା କରିପାରନ୍ତି ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଆଇ.ଏ.ଏସ୍. ପରୀକ୍ଷାରେ ପଚରାଯାଉଥିବା ଟ୍ରିକି ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଜଣାଇବୁ। ଯାହା ଆସନ୍ତାବର୍ଷ ସିଭିଲ୍ ସର୍ବିସ୍ ପରୀକ୍ଷାରେ ଆପଣଙ୍କୁ ସହାଯ୍ୟ କରିବ।

୧) ୧୦ଟଙ୍କାରେ କ‘ଣ କିଣିବେ ଯ।ହା ପୁରା ଘର ପୂରାଇଦବ?
ଉତ୍ତର: ମହମବତୀ, ଏହା ଆଲୋକରେ ପୂରା ଘରକୁ ପୂରାଇଦେବ ଓ ଏଥିରୁ ବାହାରୁଥିବା ସୁଗନ୍ଧ ପୂରା ଘରକୁ ବାସ୍ନାରେ ଭରି ରଖିବ।

୨)କେଉଁ କାମକୁ ସମସ୍ତେ ରାତିରେ କରନ୍ତି?
ଉତ୍ତର: ଶୋଇବା କାର୍ଯ୍ୟ

୩)ମହିଳାଙ୍କର କେଉଁ ବେଶକୁ ସମସ୍ତେ ଦେଖି ପାରିବେ କିନ୍ତୁ ସ୍ୱାମୀ ଦେଖି ପାରିବ ନାହିଁ?
ଉତ୍ତର: ବିଧବା ବେଶ

୪)କେଉଁ ଜିନିଷକୁ ଝିଅଟେ ଖାଏ ଓ ପିନ୍ଧେ ମଧ୍ୟ?
ଉତ୍ତର: ଲବଙ୍ଗ

୫)ଡାକ୍ତରଖାନାରେ ଥିବା ICUର ଫୁଲ୍ ଫର୍ମ କଣ?
ଉତ୍ତର: Intensive Care Unit

୬)କେଉଁ ଜିନିଷକୁ ଖାଇବା ପାଇଁ କିଣାଯାଏ କିନ୍ତୁ ଲୋକେ ତାକୁ ଖାଆନ୍ତି ନାହିଁ?
ଉତ୍ତର: ଖାଇବା ପାତ୍ର

୭)ଦୁଇ ଜଣ ଶିଶୁ ମେ’ରେ ଜନ୍ମ ନେଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନ୍‌ରେ ପାଳନ କରାଯାଉଛି ଏହା କେମିତି ସମ୍ଭବ?
ଉତ୍ତର: ସମ୍ଭବ, କାରଣ ମେ ଏକ ସ୍ଥାନର ନାମ।

୮)ଜଣେ ବ୍ୟକ୍ତି ୮ଦିନ ନଶୋଇ କେମିତି ରହିପାରିବ?
ଉତ୍ତର: କାରଣ ସେ ରାତିରେ ଶୋଇବେ।

୯)ଗୋଟେ ବିଲେଇର ତିନୋଟି ପିଲା ହେଲା ଯାହାର ନାଁ ରଖାଗଲା-ଜୁନ୍, ଜୁଲାଇ,ଅଗଷ୍ଟ ତେବେ ବିଲେଇ ନାଁ କଣ?
ଉତ୍ତର: କ’ଣ

୧୦)ନାଗ ପଞ୍ଚମୀର ବିପରୀତ କ‘ଣ ହେବ?
ଉତ୍ତର: ନାଗ ମତେ ପଞ୍ଚ କରି ପାରିବନାହିଁ।

ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ: ସଠିକ୍ ଉତ୍ତର ତଳେ କମେଣ୍ଟରେ ନିଶ୍ଚିତ ଦିଅନ୍ତୁ