ବଲିଉଡ୍ ରେ କିପରି କିସିଂ ଅର୍ଥାତ୍ (ଚୁମ୍ବନ) କରିବାର ଦୁଶ୍ୟ କୁ ଶୁଟିଂ କରାଯାଏ, ଜାଣିଲେ ତାଯୁବ ହୋଇଯିବେ

ବଲିଉଡ୍ ର ରଙ୍ଗିନ୍ ପରଦାରେ ଯଦି ଆଜି କାଲିର ସମୟ ରେ ଚୁମ୍ବନ ର ଦୁଶ୍ୟକୁ ଉପସ୍ଥାପନ କରା ନଯାଉଛି ତେବେ ତାହା ବକ୍ସ ଅଫିସ୍ରେ ହିଟ୍ ହେଉ ନାହିଁ । ଯେମିତିକି କେବଳ ଏହି ଚୁମ୍ବନ ଦୃଶ୍ୟ ବିନା ଚଳଚିତ୍ରର ଅର୍ଥ ହିଁ କିଛି ନାହିଁ। ଏହା ଖାଲି ଆମ ମତ ନୁହେଁ ଆଜ୍ଞା ଏହା ଖୋଦ୍ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମାନଙ୍କର ମତା ମତ । ବେଳେ ବେଳେ ଆମ ମନରେ ଗୋଟିଏ
 

ବଲିଉଡ୍ ର ରଙ୍ଗିନ୍ ପରଦାରେ ଯଦି ଆଜି କାଲିର ସମୟ ରେ ଚୁମ୍ବନ ର ଦୁଶ୍ୟକୁ ଉପସ୍ଥାପନ କରା ନଯାଉଛି ତେବେ ତାହା ବକ୍ସ ଅଫିସ୍‌ରେ ହିଟ୍ ହେଉ ନାହିଁ । ଯେମିତିକି କେବଳ ଏହି ଚୁମ୍ବନ ଦୃଶ୍ୟ ବିନା ଚଳଚିତ୍ରର ଅର୍ଥ ହିଁ କିଛି ନାହିଁ। ଏହା ଖାଲି ଆମ ମତ ନୁହେଁ ଆଜ୍ଞା ଏହା ଖୋଦ୍ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମାନଙ୍କର ମତା ମତ । ବେଳେ ବେଳେ ଆମ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଯେ ଏହି ଚୁମ୍ବନ ଦୃଶ୍ୟକୁ ଏତେ ସହଜରେ ଚଳଚିତ୍ର ର ନାୟକ ଓ ନାୟିକା କିପରି କରି ପାରନ୍ତି?

ଅଭିନେତା ଓ ଅଭିନେତ୍ରୀ ମନଙ୍କ ମଧ୍ୟରୁ ସମସ୍ତେ ଏହି ଦୃଶ୍ୟକୁ ଖୋଲାଖୋଲି ଭାବେ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ସଦଶ୍ୟ ମାନଙ୍କ ଗହଣରେ ଶୁଟିଂ କରିବାକୁ ପସନ୍ଦ କରନ୍ତି ନାହିଁ , କେତେଜଣ ଙ୍କର ମଧ୍ୟ ଏହି ଦୁଶ୍ୟକୁ ଶୁଟ୍ କରିବା ପାଇଁ କୌଣସି ଅସୁବିଧା ବ୍ୟକ୍ତ କରନ୍ତି ନାହିଁ ।

ଆମେ ଆଜି ଆପଣ ଙ୍କୁ କହୁଛୁ ସୁପର୍ ଷ୍ଟାର୍ ସଲ୍ମାନ୍ ତାଙ୍କ ଅଭିନିତ ସିନେମା ‘ ମେନେ ପ୍ଯାର୍ କିୟା’ ରେ ଅଭିନେତ୍ରୀ ଭାଗ୍ୟ ଶ୍ରୀ ଙ୍କ ସହ ଚୁମ୍ବନ କରିବାର ସିନ୍ କୁ ଖୋଲା ଖୋଲି କରିବା ପାଇଁ ମନା କରି ଦେଇଥିଲେ ।

ଭାଗ୍ୟଶ୍ରୀ ମଧ୍ୟ ଏଥିପାଇଁ ସଲ୍‌ ମନ୍ ଙ୍କ ସହିତ ଚୁମ୍ବନ ର ଦୁଶ୍ୟକୁ ଶୁଟିଂ କରିବା ପାଇଁ ମନା କରିଦେଇ ଥିଲେ, ସେଥିପାଇଁ ନିର୍ଦ୍ଦେଶକ ଉଭୟ ହିରୋ ଏବଂ ହିରୋଇନ୍ ଙ୍କ ମଝିରେ ଏକ ଦର୍ପଣ ରଖି ଦୁହିଁଙ୍କୁ ଏଥିରେ ଚୁମ୍ବନ କରିବାକୁ କହିଥିଲେ , ତେବେ ଯାଇ ଦୁହିଁଙ୍କର ଚୁମ୍ବନ କରିବାର ଦୁଶ୍ୟକୁ ଫିଲ୍ମ ରେ ଦର୍ଶାଯାଇ ପାରିଥିଲା ।