ସଲମାନ ଖାନ ଏହି କାରଣ ଯୋଗୁଁ ବାହା ହଉ ନାହାନ୍ତି, ଆସନ୍ତୁ ଜାଣିବା ସିଧା ତାଙ୍କ ବାପା ଙ୍କ ପାଖରୁ।

ଆମେ ଜାଣିଛନ୍ତି ସଲମାନ ଖାନ ବଲିଉଡ ର ଲୋକପ୍ରୟ ଅଭିନେତା। ସେ ନିଜ କଠିନ ପରିଶ୍ରମ ବଳରେ ବଲିଉଡ ଜଗତ କୁ ଭଲ ଭଲ ସିନେମା ଦେଇଛନ୍ତି। ବଲିଉଡ ରେ ବହୁତ ଲମ୍ବା ସମୟ ରୁ ପାଦ ଦେଇଥିବା ଏହି ଅଭିନେତା ଙ୍କୁ ଭାରତର ପ୍ରତେକ ଝିଅ ଚାହାଁନ୍ତି ବାହା ହେବାପାଇଁ। କିନ୍ତୁ ସେ ଆଜିସାଏ ଅବିବାହିତା ଅଛନ୍ତି। ସଲମାନ ଖାନ ଙ୍କ ବାପା ମା ଙ୍କ ସହ ତାଙ୍କ ପ୍ରଶଂସକ ମାନେ ମଧ୍ଯ ଚାହୁଁଛନ୍ତି ସେ
 

ଆମେ ଜାଣିଛନ୍ତି ସଲମାନ ଖାନ ବଲିଉଡ ର ଲୋକପ୍ରୟ ଅଭିନେତା। ସେ ନିଜ କଠିନ ପରିଶ୍ରମ ବଳରେ ବଲିଉଡ ଜଗତ କୁ ଭଲ ଭଲ ସିନେମା ଦେଇଛନ୍ତି। ବଲିଉଡ ରେ ବହୁତ ଲମ୍ବା ସମୟ ରୁ ପାଦ ଦେଇଥିବା ଏହି ଅଭିନେତା ଙ୍କୁ ଭାରତର ପ୍ରତେକ ଝିଅ ଚାହାଁନ୍ତି ବାହା ହେବାପାଇଁ। କିନ୍ତୁ ସେ ଆଜିସାଏ ଅବିବାହିତା ଅଛନ୍ତି।

ସଲମାନ ଖାନ ଙ୍କ ବାପା ମା ଙ୍କ ସହ ତାଙ୍କ ପ୍ରଶଂସକ ମାନେ ମଧ୍ଯ ଚାହୁଁଛନ୍ତି ସେ ବାହା ହୁଅନ୍ତୁ ବୋଲି। ସଲମାନ ଖାନ ଙ୍କ ବାପା ଏକ ଇଣ୍ଟରଭ୍ଯୁ ରେ କଣ କହିଥିଲେ ଆସନ୍ତୁ ଜାଣିବା। ସଲମନ ଙ୍କ ବାପା କହିଲେ କି ସଲମାନ ତାଙ୍କ ମା ଙ୍କ ପରି ଝିଅ ଚାହାଁନ୍ତି। ଯିଏ ପରିବାର କୁ ସମ୍ଭାଳି ପାରୁଥିବ। ପରିବାର କୁ ସମୟ ଦେଉଥିବ।

ତେବେ ଏପରି ସେତେବେଳେ ସମ୍ଭବ ଯେତେବେଳେ ସେ କୌଣସି ଘରୋଇ ଝିଅ କୁ ବାହା ହେଲେ। ସେ ଆଜିଯାଏ ବାହା ନ ହେବାର କାରଣ ତାଙ୍କୁ କୌଣସି ସେମିତିକା ଝିଅ ମିଳି ନାହିଁ। ଦେଖାଯାଉ କେବେ ସଲମାନ ଖାନ ଙ୍କୁ ତାଙ୍କ ପସନ୍ଦ ର ଝିଅ ମୁଳୁଛି।