ହଟାତ କରିନା ଙ୍କ ଆଗରେ ପହଁଚିଲେ ସାହିଦ, ତାପରେ ଆକ୍ଟର କରିଲେ ଏମିତି ହରକତ, ଭିଡ଼ିଓ ହେଲା ଭାଇରଲ

କପିଲ ଙ୍କର ଏହି ସୋ ରେ କରିନା ନିଜ ଫିଲ୍ମ’ ଗୁଡ଼ ନିୟୁଜ ‘ ର ପ୍ରମୋସନ କରିବା ପାଇଁ ପହଂଚିଥିଲେ | ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ଜୋରରେ ଭାଇରଲ ହେବାରେ ଲାଗିଛି | ଯେଉଁଥିରେ ୨ଜଣ ଆକ୍ଟର ଏକା ସାଥିରେ ଅଛନ୍ତି | ସାହିଦ କପୁର ଓ କରିନା କପୁର ଙ୍କୁ ଏକା ସମୟରେ ବଲିଉଡରସବୁଠାରୁ ଲୋକପ୍ରିୟ କପଲସ ମାନାଯାଉଥିଲା | ଦୁଇଜଣଙ୍କର ବ୍ରେକଅପ ବି ବହୁତ ପୁରୁଣା ହୋଇଗଲାଣି ଏବଂ ଦୁହେଁ
 

କପିଲ ଙ୍କର ଏହି ସୋ ରେ କରିନା ନିଜ ଫିଲ୍ମ’ ଗୁଡ଼ ନିୟୁଜ ‘ ର ପ୍ରମୋସନ କରିବା ପାଇଁ ପହଂଚିଥିଲେ | ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ଜୋରରେ ଭାଇରଲ ହେବାରେ ଲାଗିଛି | ଯେଉଁଥିରେ ୨ଜଣ ଆକ୍ଟର ଏକା ସାଥିରେ ଅଛନ୍ତି |

ସାହିଦ କପୁର ଓ କରିନା କପୁର ଙ୍କୁ ଏକା ସମୟରେ ବଲିଉଡରସବୁଠାରୁ ଲୋକପ୍ରିୟ କପଲସ ମାନାଯାଉଥିଲା | ଦୁଇଜଣଙ୍କର ବ୍ରେକଅପ ବି ବହୁତ ପୁରୁଣା ହୋଇଗଲାଣି ଏବଂ ଦୁହେଁ ଦୁଇଜଣଙ୍କ ଠାରୁ ଅଲଗା ହେବା ପରେ ବହୁତ ଖୁସିରେ ନିଜର ବିବାହିତ ଜୀବନ ବିତାଉଛନ୍ତି |

କୌଣସି ପାର୍ଟି ଓ ଇବେଣ୍ଟ ରେ ମଧ୍ୟ ଦୁହେଁ ସାମ୍ନା- ସାମନି ହେଉନାହାନ୍ତି | କିନ୍ତୁ ହାଲତରେ ଦୁହେଁ ଆମନା -ସାମ୍ନା ହୋଇଯାଇଥିଲେ , ଦ କପିଲ ଶର୍ମା ସୋ ରେ କରିନା ଓ ସାହିଦ ଉଭୟେ ଉଭୟଙ୍କ ସାମ୍ନା କୁ ଆସିଥିଲେ | କପିଲ ଙ୍କର ଏହି ସୋ ପରେ କରିନା ନିଜ ଫିଲ୍ମ’ ଗୁଡ଼ ନିୟୁଜ ‘ ର ପ୍ରମୋସନ କରିବା ପାଇଁ ପହଂଚିଥିଲେ | ସୋସିଆଲ ମିଡ଼ିଆ ରେ ଏହି ଭେଡିଓ ବହୁତ ଜୋରରେ ଭାଇରଲ ହେଉଛି ଯୋଉଥିରେ କି ଦୁଇ ଜଣ ଆକ୍ଟର ଏକା ସାଥିରେ ନଜର କୁ ଆସିଛନ୍ତି |

ଏମିତିକି ଅସଲି ସାହିଦ କପୁର ଆସିନଥିଲେ , କିନ୍ତୁ ସାହିଦ କପୁର ଙ୍କର ଏହି ବର୍ଷ ର ବ୍ଲକବାଷ୍ଟର ଫିଲ୍ମ ‘ କବିର ସିଂହ ‘ ଲୁକ ରେ ଆକ୍ଟର ଚନ୍ଦନ ପ୍ରଭାକର ସାହିଦ କପୁର ସାଜିକି ଆସିଥିଲେ , କବିର ସିଂହ ସାଜିକି ଆସିଥିବା ଚନ୍ଦନ ସାହିଦ କପୁର ଙ୍କ ଅନ୍ଦାଜ ରେ ନଜରକୁ ଆସିଥିଲେ ଏବଂ ଏହା ଦେଖି କରିନା ନିଜ ହସକୁ ରୋକି ପାରିନଥିଲେ

ଫିଲ୍ମ ‘ଗୁଡ଼ ନିୟୁଜ’ ରେ ନଜର କୁ ଆସୁଥିବା କରିନା ଙ୍କ କୋ-ଆକ୍ଟର କିୟାରା ଅଡ଼ବାଣି ହିଁ ‘କବିର ସିଂହ’ ର ଲିଡ଼ ଆକ୍ଟର ଅଟନ୍ତି ଏହି ମଜାଦାର ଅଭିନୟ କୁ ନେଇ କିୟାରା ମଧ୍ୟ ବହୁତ ଜୋର ରେ ହସୁଥିବା ନଜରକୁ ଆସୁଛନ୍ତି | ଆପଣ ଙ୍କୁ ଜଣେଇଦେଉଚୁ କି ଏହି ଶନିବାର କୁ ଦ କପିଲ ଶର୍ମା ସୋ ର ୧୦୦ ଏପିଷୋଡ଼ ପୁର୍ନ ହେବାକୁ ଯାଉଛି ଏହି ମଉକାରେ ଅକ୍ଷୟ ଙ୍କର ଆସୁଥିବା ଫିଲ୍ମ ‘ଗୁଡ଼ ନିୟୁଜ’ ର ସମସ୍ତ ଷ୍ଟାର ସୋ ରେ ପହଂଚିବେ ଏହି ସୋ ରେ ଅକ୍ଷୟ କୁମାର , ଅର୍ଚ୍ଚନା ପୁରନ ସିଂହ ଓ କପିଲ ଶର୍ମା ଙ୍କ ସହିତ ପୁରା ଟିମ ର ମଜାକ ଉଡାଇବା ଦେଖିବାକୁ ମିଳିବ |