ବଲିଉଡର ଏହି ୫ ଜଣାଶୁଣା ଷ୍ଟାରମାନଙ୍କୁ ହୋଇଛି ଭୟଙ୍କର ରୋଗ, ଜଣଙ୍କୁ ହୋଇଛି HIV AIDS

ମଣିଷର ଶରୀର ହେଉଛି ରକ୍ତ ମାଂସରେ ଗଢା। କେତେ ବେଳେ ଯେ କିଏ କେଉଁ ରୋଗରେ ପଡିଯାଏ ସେ ନିଜେ ବି ଜାଣିପାରେନି। ତେବେ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଜଣାଶୁଣା ଅଭିନେତା ଅଭିନେତ୍ରୀଙ୍କ କହିବାକୁ ଯାଉଛୁ ଯିଏ କି ମାରାତ୍ମକ ରୋଗରେ ପିଡିତ ଅଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ସଲମାନ ଖାନ- ବଲିଉଡର ଦବଗଂ ଖାନ୍ ଭାବେ ଜଣାଶୁଣା ସଲମାନ ଖାନ ମଧ୍ୟ ରୋଗରୁ ବର୍ତି ପାରିନାହାନ୍ତି। ସେ ଏକ ମାରାତ୍ମକ ରୋଗର
 

ମଣିଷର ଶରୀର ହେଉଛି ରକ୍ତ ମାଂସରେ ଗଢା। କେତେ ବେଳେ ଯେ କିଏ କେଉଁ ରୋଗରେ ପଡିଯାଏ ସେ ନିଜେ ବି ଜାଣିପାରେନି। ତେବେ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଜଣାଶୁଣା ଅଭିନେତା ଅଭିନେତ୍ରୀଙ୍କ କହିବାକୁ ଯାଉଛୁ ଯିଏ କି ମାରାତ୍ମକ ରୋଗରେ ପିଡିତ ଅଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

ସଲମାନ ଖାନ- ବଲିଉଡର ଦବଗଂ ଖାନ୍ ଭାବେ ଜଣାଶୁଣା ସଲମାନ ଖାନ ମଧ୍ୟ ରୋଗରୁ ବର୍ତି ପାରିନାହାନ୍ତି। ସେ ଏକ ମାରାତ୍ମକ ରୋଗର ଶିକାର ହୋଇଛନ୍ତି। ସଲମାନ ଖାନଙ୍କୁ ଟ୍ରାଇଜେମିନାଲ ନ୍ୟୁରୋଲଜିଆ ନାମକ ରୋଗ ହୋଇଛି। ଏହି ରୋଗ ମଣିଷ ଶରୀରକୁ ଶୋଇବା ସମୟରେ ବହୁତ କଷ୍ଟ ଦେଇଥାଏ।

ଅମିତାଭ ବଚ୍ଚନ- ବଲିଉଡର ବିଗ ବି ଅମିତାଭ୍ ବଚ୍ଚନଙ୍କୁ ମଧ୍ୟ ଏକ ବଡ ରୋଗ ହୋଇଛି। ହେପେଟାଇଟ୍‌ସ ବି ଭାଇରସ ସଂସ୍ପର୍ଶରେ ଆସି ଅମିତାଭଙ୍କର ୭୫ ପ୍ରତିଶତ ଲିଭର ଖରାପ ଅଛି। ଏହି ଭାଇରସ ଲିଭର ଖରାପ କରିଥାଏ। ଏହି ରୋଗ ତାଙ୍କୁ ଏକ ଫିଲ୍ମ ସୁଟିଂ ବେଳେ ହୋଇଥିଲା।

ନିଶା ନୁର- ସାଉଥ ସୁପରଷ୍ଟାରଙ୍କ ସହ କାମ କରିଥିବା ଅଭିନେତ୍ରୀ ନିଶା ଏଡ୍ସ ରୋଗରେ ଆକ୍ରାନ୍ତ ଥିଲେ। HIV ଯୋଗୁଁ ଅଭିନେତ୍ରୀ ନିଶାଙ୍କର ୨୦୦୭ ମସିହାରେ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା।

ସୋନମ କପୁର- ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ ସୋନମ ତାଙ୍କ ଯୁବା ଅବସ୍ଥାରୁ ମଧୁମେହର ଶିକାର ହୋଇଛନ୍ତି। ୨୦୧୮ରେ ସୋନମଙ୍କୁ ମଧୁମେହ ଅତ୍ୟଧିକ ବଢିଯାଇଥିଲା। କିନ୍ତୁ ଯୋଗ, ବ୍ୟାୟାମ ଏବଂ ସଠିକ୍‌ ଆହାର ଦ୍ବାରା ସେ ଏହି ରୋଗର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି।