ନା କିସିଙ୍ଗ ସିନ୍ କରନ୍ତି ନା ଛୋଟ କପଡା ପିନ୍ଧନ୍ତି, ତଥାପି ସମସ୍ତଙ୍କ ପ୍ରିୟ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଜିକାଲି ହଟ୍ ଆଉ ବୋଲ୍ଡ ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳୁଛି। ଯାହାଙ୍କୁ ଦେଖି ଦର୍ଶକ ତାଙ୍କ ଆଡକୁ ଆକର୍ଷିତ ହୋଇ ଯାଉଛନ୍ତି। ହେଲେ ଆଜି ଆମେ ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ କେବେ ଫିଲ୍ମ ରେ ନା କିସିଙ୍ଗ ସିନ୍ କରନ୍ତି ନା ହିଁ ହଟ୍ ଦେଖାଯିବା ପାଇଁ ଛୋଟ କପଡାର ସାହାରା ନିଅନ୍ତି, ହେଲେବି ବି ସେ ଦର୍ଶକ ତାଙ୍କ ସୁନ୍ଦରତାର ଦିୱାନା ଅଟନ୍ତି। ସେହି ଅଭିନେତ୍ରୀ ଜଣକ
 

ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଜିକାଲି ହଟ୍ ଆଉ ବୋଲ୍ଡ ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳୁଛି। ଯାହାଙ୍କୁ ଦେଖି ଦର୍ଶକ ତାଙ୍କ ଆଡକୁ ଆକର୍ଷିତ ହୋଇ ଯାଉଛନ୍ତି। ହେଲେ ଆଜି ଆମେ ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ କେବେ ଫିଲ୍ମ ରେ ନା କିସିଙ୍ଗ ସିନ୍ କରନ୍ତି ନା ହିଁ ହଟ୍ ଦେଖାଯିବା ପାଇଁ ଛୋଟ କପଡାର ସାହାରା ନିଅନ୍ତି, ହେଲେବି ବି ସେ ଦର୍ଶକ ତାଙ୍କ ସୁନ୍ଦରତାର ଦିୱାନା ଅଟନ୍ତି।

ସେହି ଅଭିନେତ୍ରୀ ଜଣକ ହେଉଛନ୍ତି କ୍ରୀତି ସୁରେଶ ସାଉଥ୍ ଫିଲ୍ମର ଜଣେ ପରିଚିତ ଓ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି। ସମସ୍ତଙ୍କୁ ତାଙ୍କ ସୋଭାବ ଓ ସଂସ୍କାର ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି। କ୍ରୀତିଙ୍କୁ ତାଙ୍କ ଅଭିନୟ ସହିତ ତାଙ୍କ ଡ୍ରେସିଂଗ ଷ୍ଟାଇଲ କାରଣରୁ ସେ ବେଶ୍ ଚର୍ଚ୍ଚିତ।

କ୍ରୀତି ଜଣେ ଏମିତି ଅଭିନେତ୍ରୀ ଯିଏକି କେବେବି ଫିଲ୍ମରେ ଛୋଟ କପଡା ପରିଧାନ କରନ୍ତି ନାହିଁ ଆଉ ନା ହିଁ ଅସଲ ଜୀବନରେ। ସେ ସବୁବେଳେ ସାଢୀ ଆଉ ସାଲୱାର ସୁଟ୍ ପିନ୍ଧିବାକୁ ପସନ୍ଦ କରନ୍ତି ତାଙ୍କୁ ସବୁବେଳେ ଏମିତି ବେଶରେ ଦେଖିବାକୁ ମିଳିଥାଏ। କୌଣସି ବି ଫିଲ୍ମ ସାଇନ୍ କରିବା ପୂର୍ବରୁ ସେ ଲେଖିକରି ନିଅନ୍ତି କି ତାଙ୍କୁ ଫିଲ୍ମରେ କିସିଂଗ ସିନ୍ କରିବାକୁ ଯେମିତି କୁହାଯିବନି।

କୀର୍ତିଙ୍କୁ ସମସ୍ତେ ତାଙ୍କ ସଂସ୍କାର ଓ ଡ୍ରେସିଂ ପାଇଁ ପସନ୍ଦ କରନ୍ତି। କୀର୍ତି ନିଜ ଫିଲ୍ମ କ୍ୟାରିୟରରେ ତାମିଲ୍, ତେଲେଗୁ ଓ ମଲାୟଲମ୍ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ମରକ୍କର ଆଗାମୀ ୨୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି।