ଦେଖନ୍ତୁ ୧୦ଟି ଫଟୋ ଯାହା ଅସଲି ହୋଇଥିବା ପରେ ବି ଏତେ ଅବିଶ୍ୱାସନିୟ ଯେ ଏହା ଆପଣଙ୍କୁ ଫେକ୍ ଲାଗିବ

ଏହି ଦୁନିଆ ରହସ୍ୟରେ ଭରି ରହିଛି। ଦୁନିଆ ଏତେ ବିଶାଳ ଅଟେ କି ଆତେ ଆମ ପୂରା ଜୀବନରେ ମଧ୍ୟ ଏହି ରହସ୍ୟକୁ ବୁଝି ପାରିବା ନାହିଁ। ଦୁନିଆରେ କିଛି ଏପରି ସ୍ଥାନ ରହିଛି ଯାହା ରହସ୍ୟମୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖେଇବୁ ଯାହା ଅସଲି ହୋଇଥିଲେ ଡି ଆପଣଙ୍କୁ ନକଲି ଲାଗିପାରେ। ଯାହାକୁ ଦେଖି ଆପଣ ବିଶ୍ୱାସ କରିପାରିବେନି। ୧) ଥାଇଲାଣ୍ଡ ରେ ଆସିଥିବା ଭୂମିକମ୍ପ ପରେ କିଛି ଏପରି
 

ଏହି ଦୁନିଆ ରହସ୍ୟରେ ଭରି ରହିଛି। ଦୁନିଆ ଏତେ ବିଶାଳ ଅଟେ କି ଆତେ ଆମ ପୂରା ଜୀବନରେ ମଧ୍ୟ ଏହି ରହସ୍ୟକୁ ବୁଝି ପାରିବା ନାହିଁ। ଦୁନିଆରେ କିଛି ଏପରି ସ୍ଥାନ ରହିଛି ଯାହା ରହସ୍ୟମୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖେଇବୁ ଯାହା ଅସଲି ହୋଇଥିଲେ ଡି ଆପଣଙ୍କୁ ନକଲି ଲାଗିପାରେ। ଯାହାକୁ ଦେଖି ଆପଣ ବିଶ୍ୱାସ କରିପାରିବେନି।

୧) ଥାଇଲାଣ୍ଡ ରେ ଆସିଥିବା ଭୂମିକମ୍ପ ପରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା-

୨) ଏହା ପ୍ରାଚୀନ ଇମାରତ ଏସିଆରେ ରହିଛି। ଏହା ଧିରେ ଧିରେ ନଷ୍ଟ ହେବାରେ ଲାଗିଛି-

୩) ଆମେରିକାର ଏହି ଜାଗା ଆପଣଙ୍କୁ କୋଉ ଅଲଗା ଦୁନିଆରେ ଥିବାର ଅନୁଭବ ହେବ-

୪) ଏହା ଇଂଲଣ୍ଡରେ ରହିଛି-

୫) ପାଖାପାଖି ୧୦ କୋଟି ବର୍ଷ ପୂରୁଣା ଡାଏନୋସର ପାଦ ଚିହ୍ନ-

୬) ସବୁଠାରୁ ବିଶାଳ ଛତୁ ଆପଣ ଆଗରୁ ଦେଖିନଥିବେ-

୭) ସୁନ୍ଦର କୀଟ-

୮) ବିଜୁଳି ମାରିବା ପରେ ଏହି ଗଛରେ ନିଆଁ ଲାଗି ଯାଇଥାଏ-

୯) ଚିନର ଏକ ଲାଇବ୍ରେରୀ-

୧୦) ଏହା ଧୁଆଁ ନୁହେଁ ଏହା ହେଉଛନ୍ତି ଚଢେଇମାନେ-

ଏହି ସମସ୍ତ ଫଟୋ ମଧ୍ୟରୁ କେଉଁଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ତଳେ କମେଣ୍ଟରେ ବତାନ୍ତୁ।