ପୋଲିସ ଓ ଏଟିଏସ୍ ହାତରେ ଲାଗିଛି ବଡ଼ ତଥ୍ୟ, ୫୦ ଦିନରେ ଲୁଚି ଛପି ପାକିସ୍ତାନକୁ କଣ ତଥ୍ୟ ଦେଇଛି ସୀମା?

 

ପ୍ରେମ ପାଇଁ ସୀମା ଡେଇଁ ଆସିଥିବା ପାକିସ୍ତାନୀ ଝିଅ ସୀମା ହାଇଦରକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରେମ ପାଇଁ ପାକିସ୍ତାନରୁ ଆସିଥିବା ଏହି ଯୁବତୀଙ୍କୁ କିଛି ଶତ୍ରୁ ଦେଶର ଏଜେଣ୍ଟ ଭାବୁଥିବାବେଳେ, ତାଙ୍କ ଭାଇ ପାକସ୍ତାନ ସେନାରେ ଥିବା କଥା ମଧ୍ୟ କୁହାଯାଉଛି ।

ତେବେ ୟୁପି ପୋଲିସ୍ ମଧ୍ୟ ଜାଣି ପାରିଲା ନାହିଁ । 50 ଦିନ ମଧ୍ୟରେ ପାକିସ୍ତାନକୁ କେଉଁ ତଥ୍ଯ ଯାଇଛି ତାହା ୟୁପି ପୋ-ଲିସ୍ ପାଖରେ ଖବର ନାହିଁ । 50 ଦିନ ହେବ ଲୁ-ଚି ଛପି ସୀମା ଭାରତରେ କଣ କଣ କରିଛି ଏବେ କାହା ପାଖରେ କିଛି ହେଲେ ସୁରାକ୍ ନାହିଁ । 

କୁହା ଯାଉଛି ସମସ୍ତ ତଥ୍ୟକୁ ଡିଲିଟ କରି ଦେଇଛି ସୀମା । ସୀମା ହାଇଦରଙ୍କୁ ଦେଇ ଏଟିଏସ୍ ର ଏବେ ପୁଣି ଚିନ୍ତା ବଢ଼ିଛି । ଏଟିଏସ୍ ଯେମିତି ପ୍ରଶ୍ନ କରୁଛି ସୀମା ମଧ୍ୟ ସେମିତି ରୋକ୍ ଠୋକ୍ ଜ-ବାବ୍ ଦେଉଛି ।

ତେବେ ଅଦାଲତ ସାମ୍ନାରେ ସୀମାକୁ ହାଜର କରିବା ପରେ, ଏବେ ସେ ଜାମିନରେ ବାହାରେ ଅଛନ୍ତି କିନ୍ତୁ ସୀମା ଯେମିତି ବୁଲେଇ ବଙ୍କେଇ ସବୁ କଥା କହୁଛି ଯେ ବଡ଼ ବଡ଼ ଅଧିକାରି ମାନେ କିପରି ପ୍ରଶ୍ନ କରିବେ ତାହା ଜାଣି ପାରୁନାହାନ୍ତି । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ଯେ ସୀମା ହାଇଦର ହେଉଛି କୁଆଡ଼େ ପାକିସ୍ତାନୀ ଆର୍ମି ମେଜର ।

ଏବେ 50 ଦିନ ପର୍ଯ୍ୟନ୍ତ ଭାରତରେ ସୀମା କଣ କରୁଥିଲା ତାକୁ ନେଇ ଉଠୁଛି ପ୍ରଶ୍ନ ହେଲେ କାହା ପାଖରେ ଖବର ନାହିଁ । ଏବେ ପ୍ରଶ୍ନ ଉଠୁଛି ଭାରତର କୌଣସି ତଥ୍ଯ ପାକିସ୍ତାନକୁ ଯାଇନାହିଁ ? ପବ୍‌ଜି ପ୍ରେମ ବାହାନାରେ ନେପାଳ ଦେଇ 4 ପିଲାଙ୍କ ସହ ଭାରତରେ ପ୍ରବେଶ କରିଥିବା ସୀମା ହାଇଦରର କାକା ଓ ଭାଇ ପାକିସ୍ତାନ ସେନାରେ କାର୍ଯ୍ୟରତ ଥିବା ସୀମାର ସ୍ବାମୀ ଗୁଲାମ ହାଇଦର ସ୍ପଷ୍ଟ କରିଛନ୍ତି ।

​​​​​