ଡାକ୍ତର ସ୍ବାମୀର କଳା କାରନାମା, ଯୌତୁକରେ ମାଗିଲା ଜାଗୁଆର କାର, କହିଲା "ଯଦି ନ ଦେବୁ ତୋତେ ମୁଁ...

 

ଭାରତ ଭଳି ଦେଶରେ ଏବେ ମଧ୍ୟ ଲୋକେ ଯୌତୁକ ପାଇଁ ବିବାହିତା ସ୍ତ୍ରୀ ର ଜୀବନ ନେଇ ନିଅନ୍ତି । ଆମ ଦେଶରେ ଯୌତୁକ ମାଗି ନେବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ତେବେ ସୂଚନା ଅନୁଯାୟୀ ଜଣେ ଡାକ୍ତର ଯିଏ କି ଜଣେ ସରକାରୀ ଚାକିରିଆ ଯୌତୁକରେ ଜାଗୁଆର କାର ମାଗିବାର ଦେଖିବାକୁ ମିଳିଛି । 

ଦକତା ବାବୁ ନିଜ ସ୍ତ୍ରୀ ଙ୍କୁ କହୁଛି "ତୋ ବାପା ଯଦି କାର ନ ଦେବେ ତାହାଲେ ତୁ ମୋ ଘରୁ ଚାଲିଯା"। ଯୌତୁକ ଭାରତୀୟ ଆଇନ ଅନୁଯାୟୀ ବଡ଼ ଦଣ୍ଡନୀୟ ଅପରାଧ ଅଟେ । ଯୌତୁକ ମାଗିବା ସଭ୍ୟ ସମାଜରେ ଭଦ୍ର ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ । ଆମ ସମାଜ ରେ ଯୌତୁକ ପ୍ରଥା ବହୁତ ପୁରୁଣା ଅଟେ।

ତେବେ ସୂଚନା ଅନୁଯାୟୀ ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କୁ ଦାବି କରୁଛନ୍ତି ଜାଗୁଆର୍ କାର । ସବୁବେଳେ ପତ୍ନୀଙ୍କୁ ଧମକ ଦେଉଛନ୍ତି ତୁମ ବାପାକୁ କହି ମୋ ପାଇଁ ଏକ ଜାଗୁଆର କାର ଆଣି ଦେ ନହେଲେ ମୋ ଘର ଛାଡି ଚାଲିଜା । ଆଉ ସ୍ତ୍ରୀ ନିଜ ବାପାଙ୍କୁ କାର ମାଗିବାକୁ ମନା କଲେ ଡାକ୍ତର ସ୍ବାମୀ ସ୍ତ୍ରୀଙ୍କୁ ଦେଉଛି ନିର୍ଯାତନା । 

ଡାକ୍ତର ନିଜ ସ୍ତ୍ରୀ କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଯେତେବେଳେ ସ୍ତ୍ରୀ ଡାକ୍ତର ସ୍ଵାମୀର ଏହି ଇଚ୍ଛା ପୂରଣ ନ କଲା ସେତେବେଳେ ସ୍ବାମୀ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ଆଉ ଯେତେବେଳେ ଅତ୍ୟାଚାର ର ସିମା ଟପିଗଲା ସେତେବେଳେ ବାଧ୍ୟ ହୋଇ ସ୍ତ୍ରୀ ଥାନା ର ଦ୍ୱାରସ୍ଥ ହୋଇଥିଲେ ।