ଦେଖନ୍ତୁ ଭିଡ଼ିଓ: ଗାଁ ରେ ନେଉଥିଲେ ଦେହ ସୁଖ, ଗ୍ରାମବାସୀ ଦେଖି ମହିଳା ଓ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ

 

ଗାଆଁରେ ଚାଲିଥିଲା ସେକ୍ସ୍ କାରବାର ! ଗାଆଁ ଲୋକେ ଜାଣିପାରି କବାଟ ଭାଙ୍ଗି ଧରିଥିଲେ ଅଭିଯୁକ୍ତଙ୍କୁ । ଯାହା ପରେ ଗଛରେ ବାନ୍ଧି ନିର୍ଧୁମ୍ ପିଟିଥିଲେ ତାଙ୍କୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୁଚନା ଅନୁସାରେ ସେଠାରେ ଜଣେ ବଙ୍ଗୀୟ ଯୁବକ ଯୁବତୀ ମାନଙ୍କୁ ରଖି ସେକ୍ସ୍ କାରବାର କରୁଥିଲେ । ଗାଆଁ ଭିତରକୁ ଏଭଳି ଅଚିହ୍ନା ଯୁବକ ଯୁବତୀ ମାନଙ୍କ ଯିବା ଆସିବା ସମସ୍ତଙ୍କୁ ସନ୍ଦେହ ଲାଗିଥିଲା । 

ଦିନେ ଘରର କବାଟ ବନ୍ଦ ଥିବା ବେଳେ ଗ୍ରାମବାସୀଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର କିଛି ମହିଳା କବାଟ ଖୋଲିବାକୁ କହିଥିଲେ । ସେମାନେ ନ ଖୋଲିବାରୁ କବାଟ ଭାଙ୍ଗି ସେମାନଙ୍କୁ ଧରିଥିଲେ ।

<a href=https://youtube.com/embed/H11D7Kd57OU?autoplay=1&mute=1><img src=https://img.youtube.com/vi/H11D7Kd57OU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଦୁଇ ଜଣ ଯୁବକ ଓ ଦୁଇ ଜଣ ଯୁବତୀଙ୍କୁ ଗ୍ରାମବାସୀ ସେଠାରୁ ଧରିଥିଲେ । ଯାହା ପରେ ସେମାନଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । ପୋଲିସ୍ ଖବର ପାଇ ସେଠାରେ ପହଞ୍ଚିବା ପରେ ସଂପୃକ୍ତ ସେକ୍ସ୍ ଦଲାଲ ମାନଙ୍କୁ ଗିରଫ କରିଛି ।