କାହିଁକି ଅପରାଜିତାଙ୍କୁ ଏମିତି କହିଲେ ସୁର? ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ସୁର ରାଉତରାୟ

 
sura on aparajita

ଏବେ ସୋସିଆଲ ମିଡ଼ିଆ ରେ ସୁର ରାଉତରାୟଙ୍କ ବିବୃତି କି ନେଇ ବିବାଦ ବଢି ଚାଲିଛି । ମିଡ଼ିଆ ଆଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ସୁର ରାଉତରାୟ ।

ତେବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ।