ସଭାରେ​​​​​​ ମୋଦୀଙ୍କ ବଡ଼ ବୟାନ, କହିଲେ "ଏଥର ଓଡ଼ିଶାରେ ଶଙ୍ଖ ଭାଙ୍ଗିବ ଏବଂ କିଏ ହେବ ମୁଖ୍ୟମନ୍ତ୍ରୀ"

 
modi ji on odisha

ଆଉ କେଇଟା ଦିନ ଗଲେ ସରିଯିବ ୨୦୨୪ ସାଧାରଣ ନିର୍ବାଚନ । ସମସ୍ତଙ୍କ ସାମ୍ନାକୁ ଆସିବ ଫଳାଫଳ । ତେବେ ପୂର୍ବରୁ ମନରେ ଏ ନେଇ ଅନେକ ପ୍ରଶ୍ନ ଆସିବା ସ୍ୱଭାବିକ । ତେବେ ଏଥର ଯଦି ଦେଖାଯାଏ ଓଡ଼ିଶାରେ ନିର୍ବାଚନ ମାହୋଲ ରହିଛି ପୁରା ନିଆରା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଥର ଫଳାଫଳ ଯିବ କାହା ସପକ୍ଷରେ ? କିଏ ଓଡିଶାରେ ଗଢ଼ିବ ସରକାର ? କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଓଡ଼ିଶାର ଶାସନ ଓଡିଆଙ୍କ ହାତରେ ରହିବ ତ ?

A

ଏଥର ଓଡ଼ିଶାର ପରିବର୍ତ୍ତିତ ରାଜନୈତିକ ମାହୋଲ୍ ଦେଖି ଏଭଳି ପ୍ରଶ୍ନ ଆସିବା ସାଧାରଣ କଥା । ତେବେ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ସଭାରେ ସିଧା ସିଧା ନ କହିଥିଲେ ମଧ୍ୟ ପରୋକ୍ଷରେ ଦେଇଥିଲେ ଏହାର ଉତ୍ତର ।

ସେ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଏଥର ଭୋଟ ଭାଜପାକୁ । ବହୁତ ହୋଇଗଲା ଏକଛତ୍ରବାଦି ଶାସନ । ଓଡ଼ିଶାର ଏବେ ଦରକାର ପରିବର୍ତ୍ତନ । ଯାହା କେବଳ କରି ପାରିବେ ଓଡ଼ିଶାର ନାଗରିକ ।