ଦେଖନ୍ତୁ ଭିଡ଼ିଓ: ନବୀନ-ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିଦେଲେ ସୁର ରାଉତରାୟ Sura Routray
Apr 24, 2024, 15:55 IST
ପ୍ରଥମେ କଂଗ୍ରେସ କୁ କରୁଥିଲେ ସମର୍ଥନ ଆଉ ଏବେ ପୁଅ ବିଜେଡି ରେ ମିଶିଯିବା ପରେ ବିଜେଡି ର ପ୍ରଶଂସା କରି ଥକୁ ନାହାନ୍ତି ସୁର ରାଉତରାୟ ।
ସୁର ରାଉତରାୟ ନିଜର ବିବାଦୀୟ ବୟାନ ପାଇଁ ଜଣାଶୁଣା, ସେ ଆଗରୁ ବିଜେଡି ର ସମାଲୋଚନା କରୁଥିବା ବେଳେ ଏବେ ସପକ୍ଷରେ ବୟାନ ଦେଉଛନ୍ତି ।