କଂଗ୍ରେସରୁ ବହିଷ୍କାର ପରେ ଶଙ୍ଖ ଧରିବାକୁ ନେଇ ବଡ଼ ବୟାନ ଦେଲେ ସୁର | Sura Routray

 
sura on bjd congress

ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁର ବାବୁଙ୍କ ବିବାଦୀୟ ବୟାନ ସୋସିଆଲ ମିଡ଼ିଆ ରେ ଚର୍ଚା ର ବିଷୟ ପାଲଟିଛି । ତେବେ କଂଗ୍ରେସ ସୁର ବାବୁଙ୍କୁ ଦଳରୁ ବହିଷ୍କାର କରିଛି ।

କଂଗ୍ରେସ ରୁ ବହିଷ୍କାର ହେବା ପରେ ସୁର ରାଉତରାୟ କଣ କହିବେ କିଛି ବୁଝି ପାରୁନାହାନ୍ତି । 

ତେବେ ତାଙ୍କ ପୁଅ ଏବେ ବିଜେଡି ରେ ମିଶିଗଲେ । ଆଉ ନିର୍ବାଚନ ସାରିଲେ ସେ କଂଗ୍ରେସ କଥା ବୁଝିବେ ଏବଂ ବିଜେଡି ରେ ମିଶିବେ କି ନାହିଁ ତାହା ବିଷୟରେ କହିଛନ୍ତି ।