“ସେ ମୋତେ ସବୁବେଳେ...” ପାଣ୍ଡିଆନଙ୍କୁ ନେଇ ବଡ଼ କଥା କହିଦେଲେ ଅଭିନେତ୍ରୀ ବିଦୁସ୍ମିତା

 
Bidusmita

ରାଜ୍ୟରେ ଭାଙ୍ଗିଲା ଦୀର୍ଘ ୨୫ ବର୍ଷର ରାଜନୀତି । ଏକ ଛତ୍ରବାଦ ଭାବେ ଓଡ଼ିଶାରେ ଶାସନ କରି ଆସୁଥିବା ବିଜେଡି ସରକାରର ପତନ ଘଟିଛି । ତେବେ ଏତେ ବର୍ଷ ଧରି ଓଡ଼ିଶାବାସୀ ବିଜେଡି ସରକାରକୁ ବିଶ୍ୱାସ କରି ଆସୁଥିବା ବେଳେ ଏଥର ନିର୍ବାଚନର ପାଗ ବଦଳିବାର କାରଣ କଣ ?

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରିକି ରାଜ୍ୟର ମୁଖିଆ ମଧ୍ୟ ନିର୍ବାଚନ ହାରିଗଲେ । ଏହା ଲୋକମାନଙ୍କର ପରିବର୍ତ୍ତନର ଚିହ୍ନ ନା ବିଜେଡି ପ୍ରତି ଅସନ୍ତୁଷ୍ଟତା ।

A

ଜାଣନ୍ତୁ ଏ ନେଇ କଣ କହୁଛନ୍ତି ବିଦୁସ୍ମିତା.....

ବିଜେଡି ହାରିବାର ମୁଖ୍ୟ କାରଣ ହେଉଛନ୍ତି ପାଣ୍ଡିୟାନ । ସେ ଜଣେ ନେତା ନୁହନ୍ତି ବରଂ ସରକାରୀ ଚାକିରିଆ ଅଟନ୍ତି । ଯେ ଠିକ୍ ଭାବେ ରାଜନୀତି ଜାଣନ୍ତି ନାହିଁ । ଯାହାଙ୍କର ଚାକିରୀ ଛାଡ଼ି ସରକାରରେ ମିଶି ଏପରି ରାଜନୀତି କରିବା ଲୋକ ମାନଙ୍କୁ ସରକାର ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି ।