ପାକିସ୍ତାନ କ୍ରିକେଟର ସାହିଦ୍ ଆଫ୍ରିଦିଙ୍କୁ କରୋନା, ଟ୍ୱିଟ କରି କଣ କହିଲେ ଜାଣନ୍ତୁ

ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ସାହିଦ ଆଫ୍ରିଦି ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ଏହା ନିଜେ ଘୋଷଣା କରିଛନ୍ତି। ସେ ଟ୍ୱିଟର ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଗୁରୁବାରଠାରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା ବୋଲି ସେ କହିଛନ୍ତି। କହି ରଖୁଛୁ ଯେ ସାହିଦ ଆଫ୍ରିଦି କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ତାଙ୍କ ଫାଉଣ୍ଡେସନ ମାଧ୍ୟମରେ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ।